Posts

ଓଡିଶା-ସ୍ବାବଲମ୍ବୀ

Image
8-9-27 ସ୍ବାବଲମ୍ବୀ  ରୋଜଗାର ଦେଉଛି କୌଳିକ ବୃତ୍ତି https://www.facebook.com/ permalink.php?story_fbid= pfbid02k4wuL6iHZNiiL6CLKqqG9tE yGtYrFGiYsJvhowX8HCDVV1Rnhr8Rk gKWx7KWWUKdl&id= 100069016870784 https://samajaepaper.in/ imageview_41_89202421727147_4_ 71_08-09-2024_23_i_1_sf.html 6-9-24 ओडिशा में आत्मनिर्भरता दूसरों के लिए प्रेरणा का स्रोत मां वैष्णादेवी प्रोड्यूसर ग्रूफ, राज्य के बाहर रप्तानी समूह द्वारा निर्मित उत्पाद है। https://www.facebook.com/ permalink.php?story_fbid= pfbid0DhibBNHErV631z3Fzk5UeE8o dDtnf6Fyat5q99wGp6R1xycyvcqZDa kd9mzriMcvl&id=100069016870784 https://www.prameyaepaper.com/ preview/207226/1073963/ BHUBANESWAR/20240906/24 5-9-2024 ସ୍ବାବଲମ୍ବୀ ଚାଷୀଙ୍କୁ ଆର୍ଥୀକ ସ୍ବାବଲମ୍ବୀ କରିଛି ମହୁଚାଷ https://www.facebook.com/ permalink.php?story_fbid= pfbid0RmD43TMj4S5f95SPPGg88DUH rQTiTbRQiY139TS2nFzWNAfTpkeHMY hY4ox12FA8l&id=100069016870784 https://samajaepaper.in/ imageview_9_59202414518620_4_ 75_05-09-2024_17_i_1_sf.html 4-9-24 ଓଡିଶାରେ ସ୍ବାବଲମ୍ବୀ : ଟେଡି  ତିଆରି କର...

ରକ୍ଷା କ୍ଷେତ୍ର

 ଭାରତଠୁ ବ୍ରହ୍ମୋସ ମିସାଇଲ୍ କିଣିବ ରୁଷ୍‌!  26-1-2024 ମସ୍କୋ : ରୁଷକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିକିବ ଭାରତ । ଏବେ ଏହିପରି ଚର୍ଚ୍ଚା ବଢ଼ିଛି । ରୁଷ୍ ଏବେ ୟୁକ୍ରେନ ସହ ପ୍ରାୟ ଦୁଇବର୍ଷ ହେଲା ଯୁଦ୍ଧ ଲଢ଼ୁଛି । ଏହାପାଖରେ ଥିବା କ୍ଷେପଣାସ୍ତ୍ର ସରସରି ଆସିଲାଣି । ତେଣୁ ରୁଷକୁ ମଧ୍ୟ କ୍ଷେପଣାସ୍ତ୍ରର ଆବଶ୍ୟକତ ରହିଛି । ବ୍ରହ୍ମୋସ୍ ଏରୋସ୍ପେଶର ସିଇଓ ଅତୁଲ ଦିନକର ରାଣେ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ବ୍ରହ୍ମୋସ୍ ବିକ୍ରି ପାଇଁ ରୁଷ ଏକ ସମ୍ଭାବ୍ୟ ବଜାର । ଯଦି ରୁଷ୍ ପାଖରେ ଏବେ ବ୍ରହ୍ମୋସ୍ ଥାନ୍ତା,ଏହା ଖୁବ୍ ସହାୟକ ହୋଇଥାନ୍ତି । ଆଗକୁ ବ୍ରହ୍ମୋସ୍ ପାଇଁ ରୁଷ୍ ପାଖରୁ ଅର୍ଡର ଆସିପାରେ ବୋଲି ମଧ୍ୟ ବ୍ରହ୍ମୋସ୍ ଏରୋସ୍ପେଶ୍ ସିଇଓ କହିଛନ୍ତି । ତେବେ ଏଥିପାଇଁ ଉଭୟ ପକ୍ଷ ମଧରେ ଆଲୋଚନା ହୋଇଛି କି ନାହିଁ, ସେ ନେଇ କିଛି କହି ନାହାନ୍ତି । ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଭାରତ ଓ ରୁଷ୍ ମିଶି ତିଆରି କରିଛନ୍ତି । ଏଥିପାଇଁ ଉଭୟ ଦେଶର ପ୍ରଯୁକ୍ତି ମଧ୍ୟ ଲାଗିଛି । ଏବେ ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ରୁଷକୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ କଡ଼ା ସମାଲୋଚନା କରୁଛନ୍ତି । ହେଲେ ଭାରତ ତାର ମିତ୍ର ରାଷ୍ଟ୍ରକୁ ସମାଲୋଚନା କରି ନାହିଁ, ବରଂ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଛି । ବ୍ରହ୍ମୋସ, ଆକାଶ, ତେଜସର ବିଦେଶରେ ବଢୁଛି ଚାହିଦା 24-12-23 ନୂଆଦିଲ୍ଲୀ: ୨୦୧୪ରେ ପ୍...